ଆଜିର ଖବର ନିର୍ବାଚନ ପୂର୍ବରୁ ପଞ୍ଜାବରେ AAP କୁ ଝଟକା: ଏକମାତ୍ର ସାଂସଦ ସୁଶୀଲ ରିଙ୍କୁ ବିଜେପିରେ ସାମିଲ ନୂଆଦିଲ୍ଲୀ: ପଞ୍ଜାବର ଜଲନ୍ଧରରୁ ଆମ୍ ଆଦମୀ ପାର୍ଟି (ଏଏପି) ସାଂସଦ ସୁଶୀଲ କୁମାର ରିଙ୍କୁ ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଗତ ବର୍ଷ ଜଲନ୍ଧର…