ଆଜିର ଖବର ରାହୁଲଙ୍କ ବିରୋଧରେ ମାମଲା ପାଇଁ ସୁଶୀଲ ମୋଦିଙ୍କ ଧମକ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ମାମଲା ଦାୟର କରିବାକୁ ଧମକ ଦେଇଛନ୍ତି ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି। ରାହୁଲ ନିଜ ମନ୍ତବ୍ୟରେ ମୋଦି…