ଆଜିର ଖବର ମହଙ୍ଗା ପଡ଼ିଲା ଜୈନ ସମାଜକୁ ରାବଣ ଏବଂ ମୁସଲମାନ ସହିତ ତୁଳନା କରିବା: ଦଳରୁ ବହିଷ୍କୃତ ହେଲେ ଦୁଇ ବିଜେପି ନେତା ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଜବଲପୁରରେ ଜୈନ ସମ୍ପ୍ରଦାୟକୁ ରାବଣ ସହିତ ତୁଳନା କରିଥିବା ଜଣେ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିଜେପି ତାଙ୍କୁ ଦଳରୁ ବହିଷ୍କାର କରିଛି।…