ଆଜିର ଖବର ଭାରତରେ 100 ବିଲିୟନ ଡଲାର ବିନିଯୋଗ କରିବେ ସ୍ୱିସ୍ କମ୍ପାନୀ, 10 ଲକ୍ଷ ଲୋକ ପାଇବେ ନିଯୁକ୍ତି! ନୂଆଦିଲ୍ଲୀ: ଭାରତରେ ବଡ ସ୍ୱିସ୍ କମ୍ପାନୀଗୁଡିକର ନିବେଶ ବୃଦ୍ଧି ପାଉଛି ଏବଂ ଆଗାମୀ ଦିନରେ ଏହି ବିନିଯୋଗ ସଂଖ୍ୟା 100 ବିଲିୟନ ଡଲାରକୁ ଛୁଇଁପାରେ। ଏହାପୂର୍ବରୁ ସ୍ୱିସ୍…