ଅନ୍ତରାଷ୍ଟ୍ରୀୟ ଟି-୨୦ ବିଶ୍ଵକପ: ହାରିବା ପରେ ମଧ୍ୟ ହୃଦୟ ଜିତିଲା ଆଫଗାନିସ୍ତାନ, ବଡ ବଡ ଦଳକୁ କରିଥିଲା ପରାସ୍ତ ନୂଆଦିଲ୍ଲୀ: ୨୦୨୪ ଟି -୨୦ ବିଶ୍ୱକପର ସେମିଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଠାରୁ ଆଫଗାନିସ୍ତାନ ପରାସ୍ତ ହୋଇଛି। ରସିଦ ଖାନଙ୍କ ନେତୃତ୍ଵାଧୀନ ଆଫଗାନିସ୍ତାନ ଦଳକୁ ଦକ୍ଷିଣ ଆଫ୍ରିକା…