ଆଜିର ଖବର ୨୦୨୩ ବିଶ୍ୱକପ ପରାଜୟର ପ୍ରତିଶୋଧ ନେଲା ଭାରତ: ୨୪ ରନରେ ହାରିଲା ଅଷ୍ଟ୍ରେଲିଆ ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଠାରୁ ଭାରତ ୨୦୨୩ ଏକଦିବସୀୟ ବିଶ୍ଵକପର ପ୍ରତିଶୋଧ ନେଇଛି। ୨୦୨୪ ଟି-୨୦ ବିଶ୍ଵକପର ସୁପର-୮ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭାରତ ୨୪ ରନରେ ପରାସ୍ତ କରିଛି।…