ଆଜିର ଖବର ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ୨୦୨୬ ଆଇସିସି ଟି-୨୦ ବିଶ୍ୱକପ୍ ଜିତି ବିଶ୍ୱ ବିଜେତା ହୋଇଛି। ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଐତିହାସିକ ୯୬ ରନର ବିଜୟ ପରେ…