ଆଜିର ଖବର ଆଇସିସିର ଐତିହାସିକ ନିଷ୍ପତ୍ତି!: ପୁରୁଷଙ୍କ ସହ ସମାନ କଲା ମହିଳା ଟି -20 ବିଶ୍ୱକପ ପୁରସ୍କାର ରାଶି ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଏକ ବଡ ନିଷ୍ପତ୍ତି ନେଇଛି। ବାସ୍ତବରେ ଆଇସିସି ପୁରୁଷ କ୍ରିକେଟ୍ ସହିତ ମହିଳା କ୍ରିକେଟ୍ ଆଣିଛି। ଆଇସିସିର ନୂତନ ନିଷ୍ପତ୍ତି…