ଆଜିର ଖବର ୱାର୍ମ-ଅପ୍ ମ୍ୟାଚ୍ରେ ଟିମ୍ ଇଣ୍ଡିଆର ବଡ଼ ବିଜୟ: ଆମେରିକାକୁ ୩୮ ରନ୍ରେ ପରାସ୍ତ କଲା ଭାରତ ନୂଆଦିଲ୍ଲୀ: ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ୱାର୍ମ-ଅପ୍ ମ୍ୟାଚ୍ରେ ଭାରତ ଆମେରିକାକୁ ୩୮ ରନ୍ରେ ପରାସ୍ତ କରିଛି। ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ପାଇଁ ଏନ୍. ଜଗଦୀସନ…