ଆଜିର ଖବର 83 : ସାମ୍ନାକୁ ଆସିଲା ଭାରତର ‘ଲିଟିଲ୍ ମାଷ୍ଟର୍’ ସୁନୀଲ୍ ଗାଭାସ୍କରଙ୍କ ଫାଷ୍ଟ ଲୁକ୍ ମୁମ୍ବାଇ : କବୀର ଖାନ୍ଙ୍କ ନିର୍ଦ୍ଦେଶିତ ଫିଲ୍ମ ‘83‘ରେ ଭାରତର ଲିଟିଲ୍ ମାଷ୍ଟର ସୁନୀଲ୍ ଗାଭାସ୍କରଙ୍କ ଲୁକ୍କୁ ରିଲିଜ୍ କରାଯାଇଛି । ସୁନୀଲଙ୍କ ଚରିତ୍ରରେ ତାହିର ରାଜ୍…