ଆଜିର ଖବର ନିର୍ବାଚନର ଫଳାଫଳ ପରେ ବିଚଳିତ ଚୀନ: ମୋଦୀ ଏବଂ ଭାରତ ଉପରେ ଦେଲା ଏଭଳି ବିବୃତ୍ତି ନୂଆଦିଲ୍ଲୀ: କେବଳ ଭାରତ ନୁହେଁ ସମଗ୍ର ବିଶ୍ୱର ଦେଶ ଲୋକସଭା ନିର୍ବାଚନ ଉପରେ ନଜର ରଖିଥିଲେ। ଏଥର ବିଜେପିକୁ ମାତ୍ର ୨୪୦ ଟି ଆସନ ମିଳିଛି, ଯେଉଁଥିପାଇଁ…