ଆଜିର ଖବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ପ୍ରମୋଦ ସାଓ୍ବନ୍ତ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଦେହାନ୍ତ ପରେ ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଗୋଆ ବିଧାନସଭାର ବାଚସ୍ପତି ତଥା ବିଜେପି ନେତା ପ୍ରମୋଦ ସାଓ୍ବନ୍ତ।…