ଆଜିର ଖବର ଗୃହରେ ପାରିତ ବିଲ୍ କୁ ଅଟକାଇପାରିବେ ନାହିଁ ରାଜ୍ୟପାଳ: ସୁପ୍ରିମକୋର୍ଟରୁ ତାମିଲନାଡୁ ସରକାରଙ୍କୁ ମିଳିଲା ଆଶ୍ଵସ୍ତି ନୂଆଦିଲ୍ଲୀ: ତାମିଲନାଡୁ ସରକାର ବନାମ ରାଜ୍ୟପାଳ ମାମଲାରେ ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଗୃହରେ ପାରିତ ହୋଇଥିବା ବିଲକୁ ରାଜ୍ୟପାଳ ଅଟକାଇ…