Categories
ଆଜିର ଖବର ମନୋରଂଜନ

ରିଲିଜ୍‌ର ଦୁଇ ଦିନ ମଧ୍ୟରେ ବକ୍ସ ଅଫିସ୍‌ ବ୍ୟାଟେଲ୍‌ରେ ଆଗୁଆ ତାନାଜୀ

ମୁମ୍ବାଇ : 2020 ମସିହାରେ ବଲିଉଡ୍‌ ବକ୍ସ ଅଫିସ୍‌ ପ୍ରଦର୍ଶନ ବଢିଆ ରହିଛି । ବର୍ଷର ପ୍ରଥମ ରିଲିଜ୍‌ ତାନାଜୀ ଏବଂ ଛପାକ୍‌ ରିଲିଜ୍‌ ହୋଇଛି । ଚଳିତ ଶୁକ୍ରବାର ଅଜୟ ଦେବଗନ ଅଭିନୀତ ତାନାଜୀ ଏବଂ ଦୀପିକା ପାଦୁକୋନ୍‌ ଅଭିନୀତ ଛପାକ୍‌କୁ ଦର୍ଶକଙ୍କୁ ଭଲ ରେସ୍‌ପନ୍ସ ମିଳିଛି । ରିଲିଜ୍‌ର ପ୍ରଥମ ଦିନରେ ତାନାଜୀ 15.10 କୋଟି ଆୟ କରିଥିବା ବେଳେ ଛପାକ୍‌ 4.77 କୋଟି ଆୟ କରିଛି । ଦ୍ବିତୀୟ ଦିବସରେ ତାନାଜୀ 20.57 କୋଟି ଆୟ କରିଥିବା ବେଳେ ଛପାକ୍‌ 6.90 କୋଟି ଆୟ କରିଛି । ଓମ୍‌ ରାଉତଙ୍କ ନିର୍ଦ୍ଦେଶିତ ଅଜୟ ଦେବଗନ୍‌ଙ୍କ 100 ତମ ଫିଲ୍ମ ତାନାଜୀ ଛପାକ୍‌ ତୁଳନାରେ 500 ଅଧିକ ସ୍କ୍ରିନ୍‌ରେ ରିଲିଜ୍‌ ହୋଇଛି । ଉଭୟ ଫିଲ୍ମକୁ ଦର୍ଶକ ଏବଂ ସମୀକ୍ଷକଙ୍କ ପକ୍ଷରୁ ପସନ୍ଦ କରାଯାଇଛି ।

Categories
ଭିଡ଼ିଓ

Nysa Devgn and Sara attend the screening of Tanhaji || ତାନାଜି ସ୍କ୍ରିନିଂରେ ପହଞ୍ଚିଲେ ସାରା ଏବଂ ନ୍ୟାସା

Categories
ଭିଡ଼ିଓ

Ajay and Kajol kids attend the screening of Tanhaji || ତନାଜୀର ସ୍କ୍ରିନିଂ ରଖିଲେ ଅଜୟ ଓ କାଜଲ୍ |

Categories
ଫଟୋ ଖବର

ତାନାଜୀ- ଦ ଅନସଙ୍ଗ ଓ୍ବାରିୟରର ପ୍ରମୋଶନରେ କାଜୋଲ ଏବଂ ଅଜୟ ଦେବଗନ

Mumbai: Actors Kajol and Ajay Devgn during the promotions of their upcoming film “Tanhaji: The Unsung Warrior” in Mumbai on Jan 2, 2020. (Photo: IANS)

Categories
ଫଟୋ ଖବର

ଅପ୍‌କମିଙ୍ଗ୍‌ ଫିଲ୍ମ ‘ତାନାଜୀ : ଦ ଅନସଙ୍ଗ୍‌ ଓ୍ବାରିଅର୍‌’ର ଟ୍ରେଲର୍‌ ଲଞ୍ଚ ଅବସରରେ ଅଭିନେତ୍ରୀ କାଜୋଲ୍‌ ଦେବଗନ୍‌

New Delhi: Actress Kajol Devgn at the second trailer launch and press conference of her upcoming film “Tanhaji: The Unsung Warrior” in New Delhi on Dec 16, 2019. (Photo: Amlan Paliwal/IANS)

Categories
ଭିଡ଼ିଓ

Kajol Ajays new pic from Tanhaji wins hearts

In the movie, the real-life couple of Ajay Devgn and Kajol will be seen essaying the roles of the great Maratha leader ‘Tanaji Malusare‘ and his wife ‘Savitribai’. Fans have loved their on-screen chemistry in the trailer

 

Categories
ଆଜିର ଖବର

ରିଲିଜ୍‌ ହେଲା ତାନାଜୀର ଟ୍ରେଲର

ଐତିହାସିକ ବଲିଉଡ୍‌ ଫିଲ୍ମ ତାନାଜୀର ଟ୍ରେଲର ରିଲିଜ୍‌ ହୋଇଛି । ଅଜୟ ଦେବଗନଙ୍କ 100 ତମ ଫିଲ୍ମ ତାନାଜୀରେ ସୈଫ ଅଲ୍ଲୀ ଖାନ ଓ କାଜଲଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଅଜୟ ତାନାଜୀ ମାଲୁସାରେଙ୍କ ଚରିତ୍ରରେ ନଜର ଆସୁଥିବା ବେଳେ କାଜୋଲ୍‌ ତାଙ୍କ ପତ୍ନୀ ସାବିତ୍ରୀ ବାଇ ମାଲୁସାରେଙ୍କ ଚରିତ୍ରରେ ନଜର ଆସୁଛନ୍ତି । ସୈଫ୍‌ ଅଲ୍ଲୀ ଖାନ୍‌ ଉଦୟ ଭାନ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମରେ ମରାଠା ଏବଂ ମୋଗଲଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିବ । ଫିଲ୍ମଟି 10 ଜାନୁୟାରୀ 2020ରେ ରିଲିଜ୍‌ ହେବାକୁ ଯାଉଛି । ଫିଲ୍ମଟି ଉଭୟ 2ଡି ଏବଂ 3ଡିରେ ରିଲିଜ୍‌ ହେବାକୁ ଯାଉଛି ।