ଅନ୍ତରାଷ୍ଟ୍ରୀୟ ତାନଜାନିଆରେ ପାଳିତ ହେଲା ଉତ୍କଳ ଦିବସ, ଓଡିଶାର ପାରଂପାରିକ ନୃତ୍ୟରେ ଝୁମିଲେ ଦର୍ଶକ Utkal Diwas In Tanzania: ଉତ୍କଳ ଦିବସ ବା ଓଡିଶା ଦିବସ କେବଳ ଓଡିଶା ବା ଭାରତରେ ନୁହେଁ, ବିଶ୍ବର ବିଭିନ୍ନ କୋଣରେ ମଧ୍ୟ ପାଳିତ ହୋଇଛି।…