ଆଜିର ଖବର ଫେମ୍ ଇଣ୍ଡିଆ ପତ୍ରିକାର ଶ୍ରେଷ୍ଠ ବିଧାୟକ ତାଲିକାରେ ଓଡିଶାର ଦୁଇ ବିଧାୟକ ସ୍ଥାନିତ ନୂଆଦିଲ୍ଲୀ, ଦିଲ୍ଲୀରୁ ପ୍ରକାଶିତ ହେଉଥିବା ହିନ୍ଦି ପତ୍ରିକା ଫେମ ଇଣ୍ଡିଆ ତରଫରୁ ଭାରତର ବିଭିନ୍ନ ବର୍ଗର ଶ୍ରେଷ୍ଠ ବିଧାୟକ ଚୟନ କରାଯାଇଛି। ଏଥିରେ ଭାରତରୁ ବଛାଯାଇଥିବା 50…