ଆଜିର ଖବର ବଡ଼ ରେକର୍ଡ କଲା ଟାଟା ସିଏରା: ୨୪ ଘଣ୍ଟା ମଧ୍ୟରେ ହେଲା ୭୦,୦୦୦ ରୁ ଅଧିକ ବୁକିଂ ନୂଆଦିଲ୍ଲୀ: ଟାଟା ମୋଟର୍ସ ସମ୍ପ୍ରତି ଏହାର ସବୁଠାରୁ ପ୍ରତୀକ୍ଷିତ SUV, ସିଏରା ଲଞ୍ଚ କରିଛି। ଏହା ପରେ କିଛି ସମୟ ମଧ୍ୟରେ ଯାନର ବୁକିଂ ଆରମ୍ଭ ହୋଇଥିଲା…