ଜାତୀୟ ଖବର ତତ୍ୱ ଟେକ୍ନୋଲୋଜିସ ଶୁଭାରମ୍ଭ କଲା ଏଆଇ-ଫାଷ୍ଟ ଓମନିଏଜେଂଟ, ଜାଣନ୍ତୁ ଏହା କଣ ଭୁବନେଶ୍ୱର: ଆଇଟି ଓ ଆଇଟିଇଏସ ସଲ୍ୟୁଶନ୍ସ କ୍ଷେତ୍ରରେ ଏକ ଗ୍ଲୋବାଲ ଲିଡର, ତତ୍ୱ ଟେକ୍ନୋଲୋଜି ଭୁବନେଶ୍ୱରସ୍ଥିତ ଏହାର କର୍ପୋରେଟ ମୁଖ୍ୟାଳୟରେ ଏକ ବିଶାଳ ସମାରୋହରେ ନିଜର ୨୩ତମ…