ଆଜିର ଖବର ‘ଶକ୍ତି ଅଛି ତ ପାକିସ୍ଥାନ ଏବଂ ବାଂଲାଦେଶକୁ ଭାରତ ସହ ମିଶାନ୍ତୁ’: ପ୍ରଧାନମନ୍ତ୍ରୀଙ୍କୁ ତୌକୀର ରଜାଙ୍କ ଚ୍ୟାଲେଞ୍ଜ ନୂଆଦିଲ୍ଲୀ: ଆଜିକାଲି ରାଜନୀତିରେ ରାଜନୈତିକ ଦଳର ସ୍ଲୋଗାନ ଉପରେ ବ୍ୟାପକ ଆଲୋଚନା ହେଉଛି। ଆଜିକାଲି ନିର୍ବାଚନ ପ୍ରଚାରରେ ସ୍ଲୋଗାନଗୁଡ଼ିକ ଶବ୍ଦ ଯୁଦ୍ଧର କାରଣ ପାଲଟିଛି। ବିଶେଷକରି ପ୍ରଧାନମନ୍ତ୍ରୀ…