ଆଜିର ଖବର ଡାଇରିଆର ତ୍ୱରିତ ନିଦାନ ଲାଗି ବିକଶିତ ହେବ ସ୍ୱଦେଶୀ କିଟ୍ ନୂଆଦିଲ୍ଲୀ: ଛୋଟ ପିଲାଙ୍କ ମଧ୍ୟରେ ଜୀବାଣୁ ଏବଂ ଅଣଜୀବାଣୁ ଡାଇରିଆ ମଧ୍ୟରେ ପ୍ରଭେଦ ଜାଣିବା ଲାଗି ଏକ ସ୍ୱଦେଶୀ ତ୍ୱରିତ ନିଦାନ କିଟ୍ ବା ରାପିଡ୍ ଡାଇଗ୍ନୋଷ୍ଟିକ…