ଆଜିର ଖବର ରାଜଧାନୀର ରାଜରାସ୍ତାରେ ହେବ ବିଶାଳ ଶିକ୍ଷକ ସମାବେଶ: ଓଷ୍ଟା ଭୁବନେଶ୍ୱର: ବିଭିନ୍ନ ସମସ୍ୟା ନେଇ ହଜାର ହଜାର ଶିକ୍ଷକ, ଅଭିଭାବକ, ପୁରାତନ ଛାତ୍ର ଓ ପରିଚାଳନା କମିଟି ସଦସ୍ୟମାନଙ୍କ ସହିତ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ…