ଆଜିର ଖବର ଏବେ WhatsApp ମାଧ୍ୟମରେ ପୈଠ କରନ୍ତୁ ବିଦ୍ୟୁତ୍ ଏବଂ ପାଣି ବିଲ୍: ଆରମ୍ଭ ହେଲା ନୂତନ ବୈଶିଷ୍ଟ୍ୟ ନୂଆଦିଲ୍ଲୀ: ପ୍ରତି ମାସରେ ବିଦ୍ୟୁତ୍, ପାଣି, ଗ୍ୟାସ୍ ଏବଂ ଅନ୍ୟାନ୍ୟ ଜରୁରୀ ବିଲ୍ ପୈଠ କରିବା ପାଇଁ ଆପଣଙ୍କୁ ବିଭିନ୍ନ ଆପ୍ ଖୋଲିବାକୁ ପଡିବ। ଏବେ WhatsApp…