ଜାତୀୟ ଖବର ଚୀନ୍ ସହଯୋଗରେ ବାଂଲାଦେଶର ବଡ ଯୋଜନା: ଭାରତର ଜାତୀୟ ସୁରକ୍ଷା ପ୍ରତି ସୃଷ୍ଟି ହେବ ଗୁରୁତର ବିପଦ ନୂଆଦିଲ୍ଲୀ: ତିସ୍ତା ପ୍ରକଳ୍ପରେ ବାଂଲାଦେଶ ଚୀନ୍ର ସହଭାଗିତା ଯୋଜନା କରୁଛି, ଯାହା ଭାରତର ସୁରକ୍ଷା ତଥା ରଣନୀତିକ ସ୍ୱାର୍ଥ ଉପରେ ଗୁରୁତର ପ୍ରଭାବ ପକାଇପାରେ। ଏହି ପ୍ରକଳ୍ପରେ…