ଆଜିର ଖବର ଉଦ୍ଧବ ଠାକରେଙ୍କୁ ବଡ଼ ଝଟକା!: ଶିବସେନା-ୟୁବିଟିରୁ ଇସ୍ତଫା ଦେଲେ ତେଜସ୍ୱୀ ଘୋସାଲକର, କାରଣ କ’ଣ? ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଉଦ୍ଧବ ଠାକରେଙ୍କ ଦଳ ଶିବସେନା-ୟୁବିଟି ଏକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ବୃହନ୍ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (BMC)ର ପୂର୍ବତନ କର୍ପୋରେଟର ତେଜସ୍ୱୀ ଘୋସାଲକର ମଙ୍ଗଳବାର…