ଆଜିର ଖବର ଅସ୍ବାଭାବିକ ହେଲା ରାତିର ତାପମାତ୍ରା, ବିଭିନ୍ନ ସହରରୁ ଶୀତ ଗାଏବ ଭୁବନେଶ୍ବର: ଗତକାଲି ରାତିରେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ଅସ୍ବାଭାବିକ ଭାବେ ବୃଦ୍ଧି ପାଇଛି। ଫଳରେ ରାତିରେ ଯେପରି ଶୀତ ଅନୁଭୂତ ହେବା କଥା ତାହା ହୋଇ…