ଆଜିର ଖବର ଆତଙ୍କବାଦୀ ଲିଙ୍କ ଥିବା ଯୁବକ ଗିରଫ ଶ୍ରୀନଗର : ଜମ୍ମୁ କାଶ୍ମୀରରୁ ଆତଙ୍କବାଦୀ ଲିଙ୍କ ରହିଥିବା ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ଜମ୍ମୁ କାଶ୍ମୀର ପୋଲିସ୍ ଏବଂ ସେନା ପକ୍ଷରୁ ମିଳିତ ଭାବରେ…