ଆଜିର ଖବର ଟିମ୍ ଇଣ୍ଡିଆ ସାମ୍ନାରେ ଫ୍ଲପ୍ ହେଲେ ଜୋ ରୁଟ୍! ଭାରତୀୟ ପରିସ୍ଥିତିରେ ସର୍ବାଧିକ ଭରସା କରିଥିଲା ଇଂଲଣ୍ଡ ନୂଆଦିଲ୍ଲୀ: ଭାରତ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ସିରିଜରେ ଜୋ ରୁଟ୍ ଏପର୍ଯ୍ୟନ୍ତ ଫ୍ଲପ୍ ଦେଖାଯାଉଛନ୍ତି। ରାଜକୋଟରେ ଖେଳାଯାଉଥିବା ତୃତୀୟ ଟେଷ୍ଟରେ ମଧ୍ୟ ଇଂରାଜୀ ବ୍ୟାଟ୍ସମ୍ୟାନ୍ ମାନେ କିଛି…