ଜାତୀୟ ଖବର ତାମିଲନାଡୁରେ ନୂତନ ସରକାରକୁ ନେଇ ସସପେନ୍ସ ଜାରି!: ଟିଭିକେକୁ ସମର୍ଥନ ପାଇଁ ବଡ଼ ସର୍ତ୍ତ ରଖିଲା VCK ଚେନ୍ନାଇ: ତାମିଲନାଡୁରେ ନୂତନ ସରକାର ଗଠନକୁ ନେଇ ସସପେନ୍ସ ଜାରି ରହିଛି। ଥୋଲ୍ ଥିରୁମାଭଲଭନଙ୍କ ଦଳ, ବିଦୁଥଲାଇ ଚିରୁଥାଇଗଲ୍ କାଚି (VCK), ଅଭିନେତା ବିଜୟଙ୍କ ଦଳ ତମିଲଗା…