ଜାତୀୟ ଖବର ଦୁଇ ଭଉଣୀ ଖୋଲିଥିଲେ ବେକରୀ ଆଉଟଲେଟ, ଏବେ ତାହା ୨୪୧୦୦୦୦୦୦୦୦ ଟଙ୍କାରେ ହେବ ବିକ୍ରି The Samikhsya Desk: ଦୁଇ ଭଉଣୀ ମିଶି ପ୍ରତିଷ୍ଠା କରିଥିଲେ ଏକ ବେକରୀ ଦୋକାନ। ନାମ ଦେଇଥିଲେ ଥିଓବ୍ରୋମା ଫୁଡସ୍। ସେହି ଦୋକାନ ଯେ, ଦେଶରେ ଏକ…