ବିଶେଷ ଖବର ପୁଲବାମା ପରବର୍ତ୍ତୀ ଭାରତର ମନସ୍ତାତ୍ତ୍ଵିକ ମାନଚିତ୍ର , ଦି ଟେଲିଗ୍ରାଫ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନବ ରୂପ କେଦାର ମିଶ୍ର ନିଜ ବିରୋଧୀଙ୍କୁ ପାକିସ୍ତାନ ସପକ୍ଷବାଦୀ ବୋଲି କହି ଆକ୍ରମଣ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପୁରୁଣା ଅଭିଜ୍ଞତା ଅଛି। ଗୁଜରାଟ ବିଧାନସଭା ନିର୍ବାଚନ ସମୟରେ…