ଆଜିର ଖବର ପୁଣି ସମାନ ଆଇଡି ରୁ ଇମେଲ!: ଏଥର ଆଇଜିଆଇ ବିମାନବନ୍ଦରକୁ ଟାର୍ଗେଟ, ବୋମାରେ ଉଡାଇଦେବାକୁ ଧମକ ନୂଆଦିଲ୍ଲୀ: ଦିଲ୍ଲୀରେ ଚାଲିଥିବା ବୋମା ଧମକ ବନ୍ଦ ହେବା ପରି ମନେ ହେଉନାହିଁ। କିଛି ଦିନ ପୂର୍ବରୁ ଦିଲ୍ଲୀର ଅନେକ ବଡ ବିଦ୍ୟାଳୟରେ ବୋମା ଧମକ ଇମେଲ…