ସ୍ବାସ୍ଥ୍ୟ ମହିଳାଙ୍କଠାରେ ଥାଇରଏଡ୍ ସମସ୍ୟା କାହିଁକି ଅଧିକ? ଜାଣନ୍ତୁ କାରଣ, ଲକ୍ଷଣ ଓ ସତର୍କତା ଆଜିକାଲି ପ୍ରାୟ ପ୍ରତ୍ୟେକ ପରିବାରରେ ଥାଇରଏଡ୍ ସମସ୍ୟା ବିଷୟରେ ଶୁଣିବାକୁ ମିଳୁଛି। ବିଶେଷକରି ମହିଳାଙ୍କ ମଧ୍ୟରେ ଏହି ସମସ୍ୟା ଅଧିକ ଦେଖାଯାଉଛି। ଅନେକେ ଥାଇରଏଡ୍କୁ କେବଳ ଓଜନ…