ଆଜିର ଖବର ତିବ୍ଦତରେ ୭.୦ ତୀବ୍ରତାର ଭୂମିକମ୍ପ! ୩ ଘଣ୍ଟାରେ ୧୨ ଥର ଝଟକା ତିବ୍ଦତ: ଶକ୍ତିଶାଳୀ ଭୂମିକମ୍ପରେ ଥରିଉଠିଛି ତିବ୍ଦତ। ଗୁରୁବାର, ଅକ୍ଟୋବର ୨୨ ତାରିଖ ରାତିରେ ଏଠାରେ ୭.୦ ତୀବ୍ରତାର ଭୂମିକମ୍ପ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି। ଏହା ସହିତ…