ଆଜିର ଖବର ରେଳ ଯାତ୍ରୀଙ୍କ ପାଇଁ ସହଜ ହେବ ଯାତ୍ରା: ଗୋଟିଏ ଆପ୍ ରେ ପାଇବେ ସବୁ ପ୍ରକାର ସୁବିଧା ନୂଆଦିଲ୍ଲୀ: ପ୍ରତ୍ୟେକ ଟ୍ରେନ୍ ଯାତ୍ରୀଙ୍କୁ ରେଳୱାନ୍ ଆପ୍ ବିଷୟରେ ଅବଗତ ହେବା ଉଚିତ। କାରଣ ଏକାଧିକ ଆପ୍ ଡାଉନଲୋଡ୍ କରିବାର ଆବଶ୍ୟକତାକୁ ଦୂର କରି ଏହି ଏକକ…