ଆଜିର ଖବର ଟାଇଗରଙ୍କୁ କ୍ୟାରିୟରର ୧୫ତମ ଟାଇଟଲ ବିଶ୍ବର ପୂର୍ବତନ ଏକ ନମ୍ବର ଗଲ୍ଫ ଖେଳାଳି ଟାଇଗର ଉଡ୍ସ ନିଜ କ୍ୟାରିୟରର ୧୫ତମ ଟାଇଟଲ ହାସଲ କରିଛନ୍ତି। ଦୀର୍ଘ ୧୧ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇଛନ୍ତି…