ଫଟୋ ଖବର ଗରିବ ଅଭାବୀ ଲୋକଙ୍କୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରଦାନ କରୁଛନ୍ତି ରାୟଗଡା ଜିଲ୍ଲା ଟିକିରି ପୋଲିସ ରାୟଗଡା, ପୋଲିସର ମହାନିୟତା, ରାୟଗଡା ଜିଲ୍ଲା ଟିକିରି ପୋଲିସ ଅଭାବୀ ତଥା ଗରିବ ଲୋକଙ୍କୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରଦାନ କରୁଛନ୍ତି। ସେମାନେ ପ୍ରତି ବ୍ୟକ୍ତିଙ୍କୁ ପାଞ୍ଚ…