ଆଜିର ଖବର ୪ ଅଣହିନ୍ଦୁ କର୍ମଚାରୀଙ୍କୁ ନିଲମ୍ବିତ କଲା ତିରୁମାଲା ତିରୁପତି ଦେବସ୍ଥାନମ୍ ବୋର୍ଡ: ଜାଣନ୍ତୁ କାରଣ ନୂଆଦିଲ୍ଲୀ: ତିରୁମାଲା ତିରୁପତି ଦେବସ୍ଥାନମ୍ (TTD) ଏହାର ଚାରି ଜଣ କର୍ମଚାରୀଙ୍କୁ ତୁରନ୍ତ ପ୍ରଭାବରୁ ନିଲମ୍ବିତ କରିଛି। ଏକ ହିନ୍ଦୁ ଧାର୍ମିକ ଅନୁଷ୍ଠାନରେ ନିଯୁକ୍ତି ସତ୍ତ୍ୱେ ସେମାନେ…