ଆଜିର ଖବର ବିଜୟଙ୍କ ଜନ୍ମଦିନରେ ବିଗିଲ୍ର ପୋଷ୍ଟର ରିଲିଜ୍ ତାମିଲ୍ ସୁପରଷ୍ଟାର ବିଜୟଙ୍କ ଜନ୍ମଦିନରେ ରିଲିଜ୍ ହୋଇଛି ବିଜୟଙ୍କ ୬୩ ତମ ଚଳଚିତ୍ର ବିଗିଲ୍ର ପୋଷ୍ଟର। ବିଜୟଙ୍କ ଜନ୍ମଦିନ ଅବସରରେ ଫିଲ୍ମର ନିର୍ଦ୍ଦେଶକ ଅଟ୍ଲୀ ଫିଲ୍ମର ପୋଷ୍ଟର…