ଆଜିର ଖବର ସାଂସଦ ଭାବରେ ଶପଥ ଗ୍ରହଣ କଲେ ନାହିଁ ଏହି ସାଂସଦ: ଭର୍ତ୍ତୁହରି ମହତାବଙ୍କୁ କଲେ ବିରୋଧ ନୂଆଦିଲ୍ଲୀ: ଆଜି ୧୮ ତମ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଆଜି ଲୋକସଭାର ସଦସ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ…