ଆଞ୍ଚଳିକ କୁକୁଡାଖଣ୍ଡିରେ ଶୌଚାଳୟ ନିର୍ମାଣରେ ମହା ଦୁର୍ନୀତି: ତଦନ୍ତ ଦାବି ହେମାଙ୍ଗ ପ୍ରସାଦ ରାଉଳ କୁକୁଡାଖଣ୍ଡି: ଶୌଚାଳୟ କାମରେ ମହା ଦୁର୍ନୀତି। କୁକୁଡାଖଣ୍ଡି ବ୍ଲକରେ ଶୌଚାଳୟ ଦୁର୍ନୀତି ଲୋକ ଲୋଚନକୁ ଆସିଛି। କେବଳ କୁକୁଡାଖଣ୍ଡି ବ୍ଲକ ନୁହଁ ଗଞ୍ଜାମ…