ଅନ୍ତରାଷ୍ଟ୍ରୀୟ ଟୋକିଓ ପାରାଲିମ୍ପିକ୍ସର ରେକର୍ଡ ଭାଙ୍ଗିଲା ଭାରତ: ପ୍ୟାରିସରେ ଅଧିକ ପଦକ ଜିତି ସୃଷ୍ଟି କଲା ରେକର୍ଡ ନୂଆଦିଲ୍ଲୀ: ପ୍ୟାରିସ୍ ପାରାଲିମ୍ପିକ୍ସରେ ଭାରତୀୟ ଆଥଲେଟମାନେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ଖେଳାଳିମାନେ ପ୍ୟାରିସ୍ ପାରାଲିମ୍ପିକ୍ସରେ 20 ଟି ପଦକ ଜିତିଛନ୍ତି। ଯେଉଁଥିରେ…