ଆଜିର ଖବର ପ୍ରତିବାଦ କରି ଗେଟ୍ ଖୋଲିଦେଲେ ଟୋଲ୍ କର୍ମଚାରୀ: ଦୁଇ ଘଣ୍ଟାରେ କେତେ ରୋଜଗାର କରନ୍ତି ମାଲିକ? ନୂଆଦିଲ୍ଲୀ: ଦୀପାବଳିରେ ଟୋଲ୍ କର୍ମଚାରୀଙ୍କୁ ମାତ୍ର ୧,୧୦୦ ଟଙ୍କା ବୋନସ୍ ଦିଆଯାଇଥିବାରୁ ଅସନ୍ତୁଷ୍ଟ ହୋଇ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେର ଫତେହାବାଦ ଟୋଲ୍ରେ ଉତ୍ତେଜନା ସୃଷ୍ଟି ହୋଇଛି। ଏହାର ପ୍ରତିବାଦରେ…