ଆଜିର ଖବର ୨ କିମି ଲମ୍ବା ଟ୍ରାଫିକ ଜାମରେ ଫସିଲେ କେନ୍ଦ୍ରମନ୍ତ୍ରୀ: ଗାଡ଼ିରୁ ଓହ୍ଲାଇ ଖୋଲିଲେ ଟୋଲ୍ ଗେଟ୍ ନୂଆଦିଲ୍ଲୀ: କେରଳର ତ୍ରିସୁରର ଜାତୀୟ ରାଜପଥ-୫୪୪ ରେ ଥିବା ପଲିୟକ୍କାରା ଟୋଲ୍ ପ୍ଲାଜାର ସମସ୍ତ ୧୨ ଟି ଗେଟ୍ ଖୋଲିବାକୁ ଶନିବାର ଦିନ କେନ୍ଦ୍ର ମନ୍ତ୍ରୀ ସୁରେଶ…