ଆଜିର ଖବର ତ୍ରିଶୁରରେ ମୋଦି : ରାଜନୀତି କରି ସରକାର ନୁହେଁ, ଦେଶ ବନାଇବାକୁ ଆସିଛୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ କେରଳର ଗୁରୁବାୟରୁ ଶ୍ରୀକୃଷ୍ଣ ମନ୍ଦିରଠାରେ ପୂଜାଅର୍ଚ୍ଚନା କରିଛନ୍ତି। ଏହି ପୂଜା ଅବସରରେ ୧୧୨ କିଲୋ ପଦ୍ମ ଫୁଲ ଚଢାଇଛନ୍ତି। ଗୁରୁବାୟରୁର…