ଆଜିର ଖବର ବାଲୁଗାଁ: ଟ୍ରାଫିକ ପୋଲିସକୁ ଆକ୍ରମଣ କରି ଜେଲ ଗଲେ ଅଭିଯୁକ୍ତ ବାଲୁଗାଁ (ସୀତାରାମ ଅଗ୍ରୱାଲ): ଟ୍ରାଫିକ ପୋଲିସକୁ ଆକ୍ରମଣ କରିବା ମହଙ୍ଗା ପଡ଼ିଛି। ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଏଭଳି ଘଟଣା…