ଆଜିର ଖବର ବକେୟା ଥିବା ନିର୍ଦ୍ଦିଷ୍ଟ ଇ-ଚାଲାଣ ପାଇଁ ଏକକାଳୀନ ସମାଧାନ ଯୋଜନା କ୍ୟାବିନେଟରେ ଘୋଷଣା ଭୁବନେଶ୍ଵର: ସଡ଼କ ସୁରକ୍ଷା ଭାରତ ତଥା ଓଡ଼ିଶା ପାଇଁ ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବିଷୟ। ସରକାରଙ୍କ ଦ୍ବାରା ଅନେକ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ମୋଟର ଯାନ ଅଧିନିୟମ…