ବିଶେଷ ଖବର ନମ୍ବର ପୋର୍ଟେବିଲିଟି ଉପରେ ମନଇଚ୍ଛା କାର୍ଯ୍ୟ କରିବେ ନାହିଁ ଟେଲିକମ୍ କମ୍ପାନୀ, SMS ଉପରେ TRAI ଦେଲା ଏହି ନିର୍ଦ୍ଦେଶ ନୂଆଦିଲ୍ଲୀ: ନମ୍ବର ପୋର୍ଟେବିଲିଟି ଉପରେ ଅନିଚ୍ଛା ପ୍ରକାଶ କରୁଥିବା ଟେଲିକମ୍ କମ୍ପାନୀଗୁଡିକ ବିରୋଧରେ ଟେଲିକମ୍ ରେଗୁଲେଟର କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ପୋର୍ଟେବିଲିଟି ଉପରେ ଲାଗୁ ହୋଇଥିବା…