ନୂଆଦିଲ୍ଲୀ: ଭଡ଼ା ଗଠନକୁ ସୁବ୍ୟବସ୍ଥିତ କରିବା ଏବଂ ଯାତ୍ରୀ ସେବାର ଆର୍ଥିକ ସ୍ଥିରତା ବୃଦ୍ଧି କରିବା ଲକ୍ଷ୍ୟରେ ରେଳ ମନ୍ତ୍ରଣାଳୟ ୧ ଜୁଲାଇ ୨୦୨୫ ରୁ ଲାଗୁ…
train
ନୂଆଦିଲ୍ଲୀ: ଅକ୍ଟୋବର ଶେଷ ହୋଇଛି ଏବଂ ନଭେମ୍ବର ଆରମ୍ଭ ହୋଇଛି। ଆଜି ମାସର ପ୍ରଥମ ତାରିଖ ଅର୍ଥାତ୍ ନଭେମ୍ବର ୧ ତାରିଖ। ଏଭଳି ପରିସ୍ଥିତିରେ ପ୍ରଥମ ଦିନରୁ…
ଲକ୍ଷ୍ନୌ: ପୁଣିଥରେ ଉତ୍ତରପ୍ରଦେଶରେ ଏକ ଟ୍ରେନ୍ କୁ ଲାଇନଚ୍ୟୁତ କରିବା ପାଇଁ ଚେଷ୍ଟା କରାଯାଇଛି। କିନ୍ତୁ ଲୋକ ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏକ ବଡ ଦୁର୍ଘଟଣା…
ଭୁବନେଶ୍ଵର: ଦୀପାବଳି ପର୍ବ ପାଖେଇ ଆସୁଥିବାରୁ ପୂର୍ବତଟ ରେଳପଥ ଟ୍ରେନରେ ଦହନଶୀଳ ଆତସବାଜି ଏବଂ ଅନ୍ୟାନ୍ୟ ଜ୍ୱଳନ୍ତ ଜିନିଷର ବେଆଇନ ପରିବହନ ବିରୁଦ୍ଧରେ ଏକ ସ୍ୱତନ୍ତ୍ର ଅଭିଯାନ…
ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଦ୍ୱାରା ପ୍ରତିଦିନ କୋଟି କୋଟି ଯାତ୍ରୀ ଯାତ୍ରା କରନ୍ତି। ଏହି ଯାତ୍ରୀମାନଙ୍କ ପାଇଁ ରେଳବାଇ ହଜାର ହଜାର ଟ୍ରେନ୍ ଚଲାଇଥାଏ। କିନ୍ତୁ ଅନେକ…
ଭୁବନେଶ୍ଵର: ଆଜି ପୂର୍ବାହ୍ନରେ ବିଶାଖାପାଟଣା ରେଳ ଷ୍ଟେସନ ଠାରେ ବନ୍ଦ ଅବସ୍ଥାରେ ଥିବା ଏକ ଖାଲି ଏସି କୋଚ (ଯାହାକି ରକ୍ଷଣାବେକ୍ଷଣ ପାଇଁ ଯିବାର ଥିଲା) ରେ…
ଭୁବନେଶ୍ୱର: ପୂର୍ବତଟ ରେଳପଥ ଏହାର ନେଟୱର୍କରେ ସ୍ୱଚ୍ଛତା ମାନ ବୃଦ୍ଧି ପାଇଁ ଏକ ବିସ୍ତୃତ ଅଭିଯାନ ଆରମ୍ଭ କରିଛି। ଏହି ପଦକ୍ଷେପ ଯାତ୍ରୀମାନଙ୍କୁ ବର୍ଜ୍ୟବସ୍ତୁର ସଠିକ୍ ନିଷ୍କାସନ…
ନୂଆଦିଲ୍ଲୀ: ଗ୍ରୀଷ୍ମଋତୁ ସମୟରେ ଯାତ୍ରୀ ଭିଡକୁ ଏଡ଼ାଇବା ପାଇଁ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ବିଭିନ୍ନ ଗନ୍ତବ୍ୟସ୍ଥଳ ତଥା ବିଭିନ୍ନ ମାର୍ଗରେ ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖିବା…
ଭୁବନେଶ୍ବର: ପୂର୍ବତଟ ରେଳପଥ ପରିସୀମା ମଧ୍ୟ ଦେଇ ଚଳାଚଳ କରୁଥିବା କେତେକ ଦୂରଗାମୀ ସ୍ୱତନ୍ତ୍ର ଟ୍ରେନ ସେବାକୁ ବୃଦ୍ଧି କରିବାକୁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଏହା…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆଜି ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ନିକଟରେ ଏଭଳି…
ଭୁବନେଶ୍ବର, ଉତ୍ତର ରେଳପଥର ଲକ୍ଷ୍ନୋ ରେଳମଣ୍ଡଳ ଅନ୍ତର୍ଗତ ଗୌରୀଗଞ୍ଜ ଓ ଜାଇଶ ରେଳସେକ୍ସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ଚାଲିଥିବାରୁ କେତେକ ଟ୍ରେନ ପରିବର୍ତ୍ତନ କରାଯାଇଛି। ସେହିପରି ଦକ୍ଷିଣ…
ଭୁବନେଶ୍ବର : ପୁରୀରୁ ଆଜି ସନ୍ଧ୍ୟାରେ 3ଟି ଟ୍ରେନ ଚାଲିବ ବୋଲି ନିଷ୍ପତ୍ତି ହୋଇଛି । ତିନୋଟି ଏକ୍ସପ୍ରେସ ଟ୍ରେନ ପୁରୀରୁ ଗଡ଼ିବ । ତେବେ କରୋନା…
ଭୁବନେଶ୍ୱର: ଆସନ୍ତା 12 ତାରିଖରେ ପଶ୍ଚିମବଙ୍ଗରୁ ସମ୍ପୂର୍ଣ୍ଣ ଲକଡାଉନ ହଟୁଥିବାରୁ ଏଣିକି ନିୟମିତ ଟ୍ରେନ ଚାଲିବ । ପୂର୍ବରୁ ବାତିଲ ଟ୍ରେନଗୁଡ଼ିକ ନିୟମିତ ଚାଲିବ ବୋଲି ପୂର୍ବତଟ…
ନୂଆଦିଲ୍ଲୀ : ଆସନ୍ତାକାଲିଠୁ ରେଳବାଇ କାଉଣ୍ଟରରେ ଟିକେଟ୍ ମିଳିବ । ଆସନ୍ତା ଜୁନ୍ 1 ତାରିଖରୁ ଦୈନିକ 200ଟି ପାସେଞ୍ଜର ଟ୍ରେନ୍ ଚାଲିବାକୁ ଥିବା ବେଳେ ଆଜିଠାରୁ…
ବେଙ୍ଗାଲୁରୁ : ଲକ୍ଡାଉନ୍ର ତୃତୀୟ ପର୍ଯ୍ୟାୟ ଶେଷ ହେବା ପରେ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ କୋହଳ କରାଯାଉଛି । କର୍ଣ୍ଣାଟକ ସରକାର ଏହା ମଧ୍ୟରେ…
ନୂଆଦିଲ୍ଲୀ : ଦୀର୍ଘ ଦୁଇ ମାସର ବ୍ୟବଧାନ ପରେ ସରକାରଙ୍କ ପକ୍ଷରୁ ରେଳ ସେବା ଆରମ୍ଭର ନିଷ୍ପତ୍ତି ନିଆଯାଇଥିବା ବେଳେ ଟିକେଟ୍ ପାଇଁ ଯାତ୍ରୀଙ୍କ ମଧ୍ୟରେ ଅହେତୁକ…
ଭୁବନେଶ୍ୱର: ଆସନ୍ତା 13 ତାରିଖ ସକାଳ 10ଟାରେ ଭୁବନେଶ୍ବର ଛାଡିବ ସ୍ପେଶାଲ୍ ଟ୍ରେନ୍। ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଦୈନିକ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ। ଏହି ଟ୍ରେନ୍ଟି 13…
ନୂଆଦିଲ୍ଲୀ : ଦେଶବ୍ୟାପୀ ଲକ୍ଡାଉନ୍ ଅବଧି ମେ 3 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ବେଳେ ରେଳ ସେବା ଏବଂ ବିମାନ ସେବା ପାଇଁ ନୂତନ ଘୋଷଣା କରାଯାଇଛି…
ଭୋପାଳ : ମଧ୍ୟପ୍ରଦେଶରେ ଦୁଇ ମାଲବାହୀ ଟ୍ରେନ୍ ମଧ୍ୟରେ ଦୁର୍ଘଟଣା ଘଟିଛି । ମଧ୍ୟପ୍ରଦେଶର ସିଙ୍ଗରୌଲୀ ଜିଲ୍ଲାରେ ରବିବାର ଦିନ ଏହି ଦୁର୍ଘଟଣା ଘଟିଛି । ଏନ୍ଟିପିସିର…
ସମୀକ୍ଷା ବ୍ୟୁରୋ ଗଞ୍ଜାମ: ହାତୀପଲଙ୍କ ଚଳାଚଳ ପାଇଁ ଟ୍ରେନକୁ ସତର୍କ ସୂଚନା ଜାରି କରାଯାଇଛି। ଦୁର୍ଘଟଣା ଏଡ଼ାଇବାକୁ ଏହି ପ୍ରକାର ସୂଚନା ଜାରି କରାଯାଇଛି। ନିକଟରେ ଟ୍ରେନ୍…
ନୂଆଦିଲ୍ଲୀ,01/01 : ଦରବୃଦ୍ଧି ପ୍ରଭାବରେ ବ୍ୟତିବ୍ୟସ୍ତ ଜନତାଙ୍କୁ ସରକାରଙ୍କ ଆଉ ଏକ ମହଙ୍ଗା ମାଡର ସମ୍ମୁଖୀନ ହେବାକୁ ପଡିଛି । ପିଆଜ ଏବଂ ଆଳୁର ଦରବୃଦ୍ଧି ପରେ…