ଆଜିର ଖବର ପୁଣି ରେଳ ଦୁର୍ଘଟଣା: ଲାଇନଚ୍ୟୁତ ହେଲା ଅଗରତାଲା-ଲୋକମାନ୍ୟ ତିଲକ ଟର୍ମିନାସ୍ ର ୮ ଟି କୋଚ୍ ନୂଆଦିଲ୍ଲୀ: ଟ୍ରେନ୍ ଦୁର୍ଘଟଣା ମାମଲା କ୍ରମାଗତ ଭାବେ ସାମ୍ନାକୁ ଆସୁଛି। ଆସାମର ଦିବାଲେଙ୍ଗ ଷ୍ଟେସନରେ ଅଗରତାଲା-ଲୋକମାନ୍ୟ ତିଲକ ଟର୍ମିନସ୍ ରେଳ ଟ୍ରାକରୁ ଖସିଯାଇଛି। ଭାରତୀୟ ରେଳର ସୂଚନା…