ଆଜିର ଖବର ଷ୍ଟେସନ୍ ଯିବା ପୂର୍ବରୁ ଚେକ୍ କରନ୍ତୁ! ଟ୍ରେନ୍ ରୁଟ୍ ଓ ସମୟରେ ବଡ଼ ପରିବର୍ତ୍ତନ ଭୁବନେଶ୍ବର: ପାର୍ବଣ ଋତୁରେ ଟ୍ରେନ୍ରେ ଯାତ୍ରୀଙ୍କ ଭିଡ଼ ବଢ଼ିଥିବାବେଳେ ରେଳବାଇର ଏକ ନିଷ୍ପତ୍ତି ଯାତ୍ରୀଙ୍କ ଚିନ୍ତା ବଢ଼ାଇଛି। ଦକ୍ଷିଣ ପୂର୍ବ ରେଳବାଇର ଚକ୍ରଧରପୁର ଓ ଆଦ୍ରା ଡିଭିଜନରେ…